Tarini Akhira Tara
220 Views
Dec 31 1969
00:21:44
5
5
ତ୍ରୀଶା ତାରିଣୀକୁ ଗୋଟେ Video ପଠାଏ ଯେଉଁଥିରେ ବମ୍ ରଖିବାର ଦୃଶ୍ୟ ଥାଏ.. ପରେ ତ୍ରୀଶା ତାରିଣୀକୁ ଜଣାଏ ତୁଶାରର ଜୀବନ ବିପଦରେ ତାକୁ ରକ୍ଷା କରିବା ପାଇଁ ବହୁତ କମ୍ ସମୟ ଅଛି.. ତାରିଣୀ ତୁଶାରକୁ ରକ୍ଷା କରିବା ପାଇଁ ଘରୁ ବାହାରିଯାଏ.. ସେପଟେ ତାରା ତରୁଣ ପାଇଁ ଗୋଟେ Surprise plan କରିଥାଏ ଏବଂ ଏଥିରେ ତାକୁ ରଣବୀର୍ ସାହାର୍ଯ୍ୟ କରେ କିନ୍ତୁ ରଣବୀର୍ କୁ ତାରା ସହିତ ଦେଖି ତରୁଣ ମନରେ ସନ୍ଦେହ ଆସେ.. କ’ଣ ରଣବୀର୍ ତା ଯୋଜନାରେ ସଫଳ ହେବ.. ?
Share