Tarini Akhira Tara
190 Views
Dec 31 1969
00:21:50
5
5
ତାରିଣୀ ତରୁଣ ସାମ୍ନାରେ ତ୍ରୀଶାର ସବୁ ସତ କହିଦିଏ.. ଏବଂ ତରୁଣ ସବୁ ଜାଣିବା ପରେ ତ୍ରୀଶାକୁ ଶାସ୍ତି ଦବାକୁ ସ୍ଥିର କରେ.. ହେଲେ ତାରିଣୀ ତରୁଣକୁ ଅଟକାଏ.. ପରେ ତରୁଣ ତାରିଣୀକୁ ପ୍ରମିସ୍ କରେ ସେ ସବୁବେଳେ ତାରା ସହିତ ରହିବ.. ସେପଟେ ତ୍ରୀଶା ତାରାକୁ ହସ୍ପିଟାଲରେ ଦେଖା କରିବା ସହ ତାକୁ ତରୁଣ ଠାରୁ ଦୂରେଇ ରହିବାକୁ କହେ. କ’ଣ ତରୁଣ ତା ପ୍ରମିସ୍ ପୁରା କରିପାରିବ..?
Share