Tarini Akhira Tara
379 Views
Dec 31 1969
00:22:43
5
5
ତ୍ରୀସା ବୁଣିଥିବା ଜାଲରେ ତାରିଣୀ ଫସିଯାଏ ଏବଂ ତ୍ରୀଶା ସଫଳ ହେଇଯାଏ.. ହେଲେ ସେ ସମସ୍ତଙ୍କ ନଜରରୁ ବଂଚିକି ଯିବାକୁ ବାହାରିଲା ବେଳକୁ ତ୍ରୀଶାର ସାମ୍ନା ହୁଏ ତାରା ସହିତ.. ସେପଟେ ତାରିଣୀର ଅବସ୍ଥା ବହୁତ ଖରାପ ହେଇଯାଏ ଏବଂ ତାରିଣୀକୁ ଟ୍ରିଟମେଂଟ୍ କରିବାକୁ ରୂପମ୍ ପହଂଚେ..କ’ଣ ରୂପମ୍ ତାରିଣୀର ପ୍ରକୃତ ପରିଚୟ ଜାଣିପାରିବ.. ?
Share