Tarini Akhira Tara
199 Views
Dec 31 1969
00:22:26
5
5
ତାରା ତାରିଣୀ ସହ କଥା ହବାକୁ ଚେଷ୍ଟା କରେ କିନ୍ତୁ ତୁଶାର ତାରାର କଲ୍ କାଟିଦିଏ..ସେପଟେ ତାରା ତାରିଣୀ ସହ ଦେଖା କରିବାକୁ ଜୀଦ୍ ଘରିଥିବା ବେଳେ କନିକା ତାରା ଉପରେ ରାଗେ.. ଏବଂ ତରୁଣର ବ୍ୟବହାର ପାଇଁ ତାକୁ ସନ୍ଦେହ କରେ.. କିନ୍ତୁ ତରୁଣ ତାରା କେବଳ ଗୋଟେ ଭଲ ସାଙ୍ଗ ବୋଲି କନିକାକୁ କହେ ଆଉ ସେ ତାରାକୁ ତା ସହ ନେଇକି ଯିବା ପାଇଁ କନିକାକୁ ମନେଇଦିଏ..
Share