Tarini Akhira Tara
306 Views
Dec 31 1969
00:22:41
5
5
ତାରାକୁ ବୁଝେଇବା ପାଇଁ ତାରିଣୀ ବହୁତ ଚେଷ୍ଟା କରେ.. ତାରାର ମନ ପସନ୍ଦର କ୍ଷୀରି ବନେଇ ଖୁଆଇବାକୁ ଚେଷ୍ଟା କରେ ହେଲେ ତାରାର କିଛି ବି ପ୍ରତିକ୍ରିୟା ନ ଦେଖି ସମସ୍ତେ ଡରିଯାନ୍ତି.. ସେପଟେ ଡାକ୍ଟର କୁହନ୍ତି ତାରାର ଏମିତି ଅବସ୍ଥା ଅଧିକ ସମୟ ରହିଲେ ସେ କୋମା କୁ ଚାଲିଯିବ.. ପରେ ପରିବାର ଲୋକ ତାରାକୁ ଖୋଜି ଖୋଜି ଛାତ ଉପରେ ପହଂଚନ୍ତି ଏବଂ ତାରାକୁ ଦେଖି ସମସ୍ତେ ଡରିଯାନ୍ତି..
Share