Tarini Akhira Tara
386 Views
Dec 31 1969
00:22:56
5
5
ତାରା ନିଜ ପରିବାର ଲୋକଙ୍କ ସାମ୍ନାକୁ ଯିବା ପାଇଁ ଡରୁଥାଏ ହେଲେ ପରିବାର ଲୋକ ତାରା ସାମ୍ନାରେ ନିଜ ଦୁଃଖ କୁ ଲୁଚାନ୍ତି.. ସେପଟେ ମୋହିନୀ ତରୁଣର ବାହାଘର କରିବାକୁ ଯୋଗେଶକୁ କହେ ହେଲେ ତୁଶାର ଶୁଣିନିଏ.. ଏବଂ ସେ ମନା କରେ କିନ୍ତୁ ମୋହିନୀ ନିଜ ନିଷ୍ପତ୍ତିରେ ଅଟଳ ରହେ.. ଯୋଗେଶ ମଧ୍ୟ ଏ କଥାରେ ରାଜି ହେଇଯାନ୍ତି..
Share