Tarini Akhira Tara
213 Views
Dec 31 1969
00:22:28
5
5
ତୁଶାର ତାରାକୁ ନିଜ ରକ୍ତ ଦେବାକୁ ବହୁତ ଅନୁରୋଧ କରେ.. ହେଲେ ତାରା ମନା କରିଦିଏ.. ଏବଂ ରକ୍ତ ଅନ୍ୟକୋଉଠୁ ଯୋଗାଡ କରିବାକୁ କହେ.. ଯାହା ପାଇଁ ତୁଶାର ତାରାକୁ ଭୁଲ ବୁଝେ ଏବଂ ତାରିଣୀ ସହ ସବୁ ସଂପର୍କ କାଟିବାକୁ କହେ..ସେପଟେ ତାରା ଡକ୍ଟର ମହେଶକୁ କହେ ରକ୍ତ ଯୋଗାଡ କରିବାକୁ..ପରିବାର ଲୋକଙ୍କୁ ଡକ୍ଟର କୁହନ୍ତି ରକ୍ତ ଯୋଗାଡ ହେଇଗଲା ଯାହାପାଇଁ ସମସ୍ତେ ଖୁବ ଖୁସି ହୁଅନ୍ତି..
Share