Tarini Akhira Tara
237 Views
Dec 31 1969
00:21:32
5
5
ଡକ୍ଟର ତାରିଣୀ ଓ ପରିବାରକୁ କୁହନ୍ତି ତାରାର ନୂଆ ଟ୍ରିଟମେଂଟ୍ ବିଷୟରେ.. ଆଉ ତାରିଣୀ ତାରାକୁ ବ୍ଲଡ୍ ଦବାକୁ କହେ.. ତାରିଣୀ ତାରାର ବର୍ତ୍ତମାନ ଅବସ୍ଥା ଦେଖିକି ବହୁତ ଚିନ୍ତାରେ ପଡିଯାଏ ଏହି ସମୟକରେ ତାରିଣୀର ରୂପମ୍ ସହିତ ଦେଖା ହୁଏ.. ହେଲେ ଦୁହେଁ ଦୁହିଙ୍କୁ ଚିହ୍ନିପାରନ୍ତିନି.. ତାରା, ତାରିଣୀ ଓ ତରୁଣକୁ ପାର୍ଟିର ଘଟଣା ବିଷୟରେ ଜଣାଏ..ଯାହା ଶୁଣିବା ପରେ ତାରିଣୀର ସନ୍ଦେହ ସତ ହୁଏ.. କ’ଣ ତାରିଣୀ ତ୍ରୀଶାର ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆଣିପାରିବ..?
Share