Tarini Akhira Tara
192 Views
Dec 31 1969
00:22:06
5
5
ତାରିଣୀ ଜାଣିପାରେ ତାରା ତରୁଣକୁ ନିଜ ଠାରୁ ପରିବାର ଲୋକଙ୍କ ପାଇଁ ଦୂରେଇ ରଖିବାକୁ ଚାହୁଁଛି.. ସେପଟେ ତରୁଣ ଖୁସିଥାଏ ତାକୁ ଗୀତ Recording ପାଇଁ offer ଆସିଛି ହେଲେ ତାରାକୁ ନେଇ ସେ ପୁରା ବ୍ୟସ୍ତ ଜଣାପଡେ.. ତାରାର Treatment ପାଇଁ ତାରିଣୀ ତାକୁ ହସ୍ପିଟାଲ୍ ନବାକୁ ଚାହେଁ.. ହେଲେ ତାରା ଏ ସବୁ ତରୁଣ ଠାରୁ ଲୁଚେଇ ରଖିବାକୁ କହେ..କ’ଣ ପରିବାର ପାଇଁ ତାରା ନେଇଥିବା ନିଷ୍ପତ୍ତି ତାକୁ ତରୁଣ ଠାରୁ ଅଲଗା କରିପାରିବ..?
Share