Tarini Akhira Tara
413 Views
Dec 31 1969
00:22:15
5
5
ତୁଶାରକୁ ହରେଇବା ପାଇଁ ରଣବୀର୍ ଯୋଜନା କରିଥିବା ବେଳେ ସେ ଯୋଜନାରେ ନିଜେ ଫସିଯାଏ.. ତୁଶାର ଦହିହାଣ୍ଡି ଭାଙ୍ଗିବା ପ୍ରତିଯୋଗିତାରେ ଜିତିଯାଏ.. ସେପଟେ ରଣବୀର୍ ତୁଶାର ବିରୁଦ୍ଧରେ ମିଛ କହି ମୋହିନୀ ମନରେ ସନ୍ଦେହ ଆଣିବାକୁ ଚେଷ୍ଟା କରେ କିନ୍ତୁ ରୁକ୍ମିଣୀ ପହଂଚି ରଣବୀର୍ କୁ କିଛି ପ୍ରଶ୍ନ କରେ.. କ’ଣ ରୁକ୍ମିଣୀ ପ୍ରଶ୍ନର ଉତ୍ତର ଦେଇପାରିବ ରଣବୀର୍.. ?
Share