Tarini Akhira Tara
221 Views
Dec 31 1969
00:21:59
5
5
ତାରା ପାଇଁ ପଟ୍ଟନାୟକ ପରିବାରର ଉଠିଥିବା ଝଡକୁ ନେଇ ତାରିଣୀ ଭାଙ୍ଗିପଡେ..ତାରିଣୀ ରାଗରେ ତାରାକୁ ଘରୁ ବାହାରିଯିବାକୁ କୁହେ...ଏବଂ ତାରା ସହ ସବୁ ସଂପର୍କ କାଟିଦିଏ...ଅନ୍ୟପଟେ ମୋହିନୀ ତୁଷାରକୁ କହେ ତାରିଣୀ ତାରାକୁ ଭୁଲି ଏବେ ନିଜ ପରିବାର ବିଷୟରେ ଚିନ୍ତା କରିବକୁ ପଡିବ...ତାରା ଓ ନିଜ ପରିବାର ଭିତରେ ତାରିଣୀ କାହାକୁ ବାଛିବ ?
Share