Tarini Akhira Tara
350 Views
Dec 31 1969
00:22:01
5
5
ତରୁଣ ତାରାକୁ ନିଆଁ ଭିତରୁ ରକ୍ଷା କରିବା ସହ ତାକୁ ହସ୍ପିଟାଲ୍ ନେଇଯାଏ ହେଲେ ତ୍ରୀଶା ତା ବାଟ ଅଟକାଏ.. ଯାହା ପାଇଁ ତାରିଣୀ ତ୍ରୀଶାକୁ ମାରେ..ସେପଟେ ଡକ୍ଚର ତାରାର ଅବସ୍ଥା ଦେଖି ସେ ବଂଚିବ କି ମରିବ କହିପାରନ୍ତିନି..ଡକ୍ଚରଙ୍କ କଥା ଶୁଣି ତାରିଣୀ ଡରିଯାଏ.. କ’ଣ ତାରା ଜୀବନ ମରଣର ଏ ଲଢେଇରେ ଜିତି ପାରିବ..?
Share