Tarini Akhira Tara
379 Views
Dec 31 1969
00:21:48
5
5
ତାରା ପାଇଁ ତ୍ରୀଶା ନୂଆ ଯୋଜନା ବନାଏ.. ଜୁସ୍ ରେ କିଛି ମିଶାଇ ତାରାକୁ ପିଇବାକୁ ଦିଏ.. ସେପଟେ ତରୁଣର ମେସେଜ୍ ପାଇ ତାରା ତାକୁ ଦେଖା କରିବାକୁ ଷ୍ଟୋର୍ ରୁମ୍ କୁ ଯାଏ ହେଲେ ହଠାତ୍ ସେଠି ସେ ଅସୁସ୍ଥ ହେଇପଡେ.. ଏପଟେ ତାରାକୁ ନ ପାଇ ତରୁଣ ଓ ତାରିଣୀ ବ୍ୟସ୍ତ ହେଇପଡନ୍ତି.. କ’ଣ ତାରାର ଖବର ପାଇପାରିବେ ପରିବାର ଲୋକ.. ?
Share