Tarini Akhira Tara
287 Views
Dec 31 1969
00:22:56
5
5
ତାରା ଚେଷ୍ଟା କରି ବି ଖାଇବା ବନେଇବାରେ ବିଫଳ ହୁଏ ଯାହା ପାଇଁ ମୋହିନୀ ତା ଉପରେ ରାଗେ.. ପରେ ତାରା ସାମ୍ନାକୁ ମୋହିନୀର କିଛି ଅତୀତର ଫଟୋ ଆସେ ଯାହା ସେ ଦେଖିନିଏ ହେଲେ ମୋହିନୀ ସେଠିକି ଆସି ତାରାକୁ ଭୁଲ ବୁଝିବା ସହ ଗାଳି କରେ.. ତାରା ସମସ୍ତଙ୍କୁ ଖୁସି କରିବା ପାଇଁ ନିଜ ହାତରେ କିଛି ମିଠା କରି ଖାଇବାକୁ ଦିଏ.. କ’ଣ ତାରାର ଏ ଚେଷ୍ଟା ମୋହିନୀର ରାଗକୁ ଶାନ୍ତ କରିପାରିବ.. ?
Share