Tarini Akhira Tara
224 Views
Dec 31 1969
00:21:45
5
5
କନିକା ଯିବାକୁ ବାହାରେ ହେଲେ ତୁଶାର ଓ ଅନ୍ୟମାନେ ତାକୁ ଅଟକାନ୍ତି.. ତ୍ରୀଶା, ତାରା ପଟ୍ଟନାୟକ ପରିବାରରେ ରହିବ ବୋଲି ଜାଣି ଖୁସି ହୁଏ.. ତାରିଣୀ ତ୍ରୀଶା କଥା ଭାବି ଡରିଯାଏ ଏବଂ ତାରାକୁ ତା ଠାରୁ ଦୂରେଇ ରଖିବାକୁ ଚିନ୍ତା କରେ.. ସେପଟେ ତରୁଣ ତାରାଠାରୁ ତା ମନ କଥା ଜାଣିବାକୁ ଚାହେଁ.. ତାରା ଶେଷରେ ମାନିଯାଏ ସେ ତରୁଣକୁ ଭଲପାଏ ବୋଲି.. କ’ଣ ତାରା ଓ ତରୁଣ ଏବେ ଏକାଠି ହେଇପାରିବେ..?
Share