Tarini Akhira Tara
257 Views
Dec 31 1969
00:22:59
5
5
ପଟ୍ଟନାୟକ ପରିବାର ତାରା ପାଇଁ ରଜ ମନଉଥିବା ବେଳେ ତୁଶାର ଓ ତରୁଣ ମଧ୍ୟ ଆସି ପହଂଚନ୍ତି.. ତାରା ରଜର ସଜବାଜ ଦେଖି ବହୁତ ଖୁସି ହେଇଯାଏ.. ସେପଟେ ତାରା ତାରିଣୀଙ୍କ ଖୁସି ଛଡେଇ ନବା ପାଇଁ ତ୍ରୀଶା ଆସି ପହଂଚେ ରଜ ଉତ୍ସବରେ.. କ’ଣ ଏ ରଜରେ ସଫଳ ହେଇପାରିବ ତ୍ରୀଶାର ଷଡ଼ଯନ୍ତ୍ର ?
Share