Tarini Akhira Tara
187 Views
Dec 31 1969
00:23:02
5
5
ତରୁଣ ଓ ତାରାଙ୍କ ମିଳାମିଶାକୁ ନେଇ ମୋହିନୀ ସନ୍ଦେହ କରେ.. ଏବଂ ସେ ଯୋଗେଶକୁ ସେମାନଙ୍କ ସଂପର୍କକୁ ନେଇ ପ୍ରଶ୍ନ କରେ.. ତାରା ଏ ସବୁ ଶୁଣିବା ପରେ ସ୍ଥିର କରେ ସେ ତରୁଣକୁ ନିଜ ଠାରୁ ଦୂରେଇ ରଖିବ.. ସେଥିପାଇଁ ତାରା ତରୁଣକୁ ଖରାପ ବ୍ୟବହାର କରେ.. ତାରାର ତରୁଣ ପ୍ରତି ବ୍ୟବହାର ଦେଖି ତାରିଣୀ ଆଶ୍ଚର୍ଯ୍ୟ ହୁଏ... କ’ଣ ତାରାର ଏମିତି ବ୍ୟବହାର ପଛର ପ୍ରକୃତ ଉଦେଶ୍ୟ ବୁଝିପାରିବ ତରୁଣ..?
Share