Tarini Akhira Tara
213 Views
Dec 31 1969
00:23:05
5
5
Treatment ସମୟରେ ତାରାକୁ ବହୁତ କଷ୍ଟ ହୁଏ.. ଏବଂ ତାରାର କଷ୍ଟକୁ ତାରିଣୀ ଦେଖିପାରେନି..ସେ ବହୁତ ଡରିଯାଏ.. ଶେଷରେ ତରୁଣ ତାରାକୁ Treatment ରେ ସାହାସ ଦିଏ.. ହେଲେ ପୂର୍ବ କଥା ଭାବି ତାରା ଏବେ ବି ତରୁଣ ଉପରେ ରାଗିଥାଏ...ଯୋଉଥି ପାଇଁ ସେ ତରୁଣ ସହ କଥା ହୁଏ ନାହିଁ..କଣ ତାରା ତରୁଣ ପ୍ରତି ଥିବା ତା ଭଲପାଇବାକୁ ଚିହ୍ନିପାରିବ..?
Share