Tarini Akhira Tara
406 Views
Dec 31 1969
00:22:36
5
5
ତାରା ଓ ତରୁଣଙ୍କ ନିର୍ବନ୍ଧ ମୁଦୀ ମିଳିବା ପରେ ଦୁହିଙ୍କର ନିର୍ବନ୍ଧ ଶେଷ ହୁଏ.. କିନ୍ତୁ ରଣବୀର୍ ମୋହିନୀକୁ କେକ୍ ଖୁଆଇ ମା’ ବୋଲି ଡାକେ.. ଯାହାପାଇଁ ପୁରା ପରିବାର ଲୋକ ଆଶ୍ଚର୍ଯ୍ୟ ହୁଅନ୍ତି.. ସମସ୍ତେ ରଣବୀର୍ କୁ ତା ପରିଚୟ ପଚାରୁଥିବା ବେଳେ ସେ ମୋହିନୀର ପୁଅ ବୋଲି କହେ..ହେଲେ କେହି ବି ଏ କଥାକୁ ବିଶ୍ୱାସ କରନ୍ତି ନାହିଁ.. କ’ଣ ରଣବୀର୍ ମୋହିନୀ ସହ ତା ସଂପର୍କର ପ୍ରମାଣ ଦେଇପାରିବ.. ?
Share