Tarini Akhira Tara
341 Views
Dec 31 1969
00:22:43
5
5
ତାରା ତାରିଣୀଙ୍କ ରଜ ଉତ୍ସବକୁ ନଷ୍ଟ କରିବା ପାଇଁ ତ୍ରୀଶା ଆସି ପହଂଚିଯାଏ ହେଲେ ତ୍ରୀଶାକୁ ପ୍ରତାପ ଓ ରୂପସୀ ଦେଖିବା ଆଗରୁ ସେ ନିଜକୁ ସେମାନଙ୍କ ନଜର ରୁ ବଂଚେଇ ଦିଏ. ରୂପମ୍ କନିକାକୁ ହସ୍ପିଟାଲରେ ଦେଖିନିଏ ଏବଂ ତା ପାଖକୁ ଯିବା ଆଗରୁ କନିକା ସେଠୁ ଚାଲିଯାଏ.. ରୂପମ୍ କନିକା ପାଖରେ ପହଂଚିପାରେନି.. କ’ଣ ରୂପମ୍ ନିଜ ପରିବାର ପାଖକୁ ଫେରି ପାରିବ.. ?
Share