Tarini Akhira Tara
225 Views
Dec 31 1969
00:21:36
5
5
ତୁଶାର ଜାଣିପାରେ ସେ ଅଜଣା ଲୋକ ସେମାନଙ୍କୁ ପିଛା କରି ଆସି କଟକରେ ପହଂଚିସାରିଛି.. ହେଲେ ପୁରା ପରିବାର ଠାରୁ ସେ ଏ କଥାକୁ ଲୁଚାଏ.. କିନ୍ତୁ ତାରିଣୀ ଜାଣିପାରେ ତୁଶାର କୋଉ କଥାକୁ ନେଇ ବ୍ୟସ୍ତ ହେଉଛି.. ସେପଟେ ତାରିଣୀର ମନ ଦୁଃଖ ଦେଖି ତାରା ତାକୁ ବୁଝେଇବାକୁ ଚେଷ୍ଟା କରେ, ଏବଂ କହେ ସବୁ ରାଗଋଷା ଭୁଲି ତୁଶାର ସହ ଝଗଡାକୁ ଶେଷ କରିବାକୁ... କଣ ତାରିଣୀ ତାରାର କଥା ମାନିନେବ..?
Share