Tarini Akhira Tara
164 Views
Dec 31 1969
00:21:15
5
5
ମୋହନୀର Birthday party ପାଇଁ ପୁରା ପରିବାର ଖୁସିଥିବା ବେଳେ.. partyରେ ତ୍ରୀଶାକୁ ଦେଖି ତରୁଣ ରାଗିଯାଏ...ହେଲେ ତ୍ରୀଶା ତରୁଣକୁ ନିଜର କରିବା ପାଇଁ ଚେଷ୍ଟା କରେ...ତରୁଣ ରାଗରେ ତ୍ରୀଶା ଉପରେ ପାଣି ଢାଳିଦିଏ..ତରୁଣର ବ୍ୟବହାର ଦେଖି ପୁରା ପରିବାର ଆଶ୍ଚର୍ଯ୍ୟ ହୁଅନ୍ତି...ତରୁଣ ମନରେ ତ୍ରୀଶା ପାଇଁ ଏବେ ବି ଭଲପାଇବା ଥିବା ଜାଣି ତାରା ଓ ମୋହିନୀ ଖୁସି ହୁଅନ୍ତି..
Share