Tarini Akhira Tara
195 Views
Dec 31 1969
00:23:02
5
5
ତାରାରା ଟ୍ରିଟମେଂଟ୍ କୁ ନେଇ ତୁଶାର ତାରିଣୀଙ୍କ ଭିତରେ ଝଗଡା ହୁଏ.. ତାରିଣୀ ନିଷ୍ପତ୍ତି ନିଏ ସେ ହିଁ ତାରାକୁ ବ୍ଲଡ୍ ଦବ.. କିନ୍ତୁ ତୁଶାର ତାରିଣୀକୁ ମନା କରେ.. ସେଥିପାଇଁ ତାରିଣୀ ତୁଶାର ସହ ସଂପର୍କ କାଟିଦେବାକୁ କହେ.. ସେପଟେ ରୂପମ୍ ନିଜ ପରିବାରକୁ ଖୋଜିବାକୁ ଚେଷ୍ଟା କରେ..କ’ଣ ରୂପମ୍ ନିଜ ପରିବାର ପାଖରେ ପହଂଚିପାରିବ.. ?
Share