Tarini Akhira Tara
397 Views
Dec 31 1969
00:22:35
5
5
ତାରିଣୀର କଥା ଶୁଣି ତାରା ବହୁତ ଭାଙ୍ଗିପଡେ.. ଏବଂ ସେ ରାକେଶ ଓ କନିକାକୁ କହେ ତାରିଣୀକୁ ବୁଝେଇବା ପାଇଁ ଏବଂ ତା ନିଷ୍ପତ୍ତି କୁ ବଦଳେଇବା ପାଇଁ.. ହେଲେ ତାରିଣୀ ମନା କରେ ସେ କାହା କଥା ଶୁଣିବନି.. ଯାହା ପାଇଁ ତାରାର ଦେହ ଆହୁରି ଖରାପ ହେଇଯାଏ.. ତାରିଣୀ ଏଥିପାଇଁ ନିଜକୁ ଦୋଷ ଦିଏ.. ସେପଟେ ହସ୍ପିଟାଲରେ ତାରିଣୀ ସହିତ ରୂପମର ଦେଖା ହୁଏ.. ତାରିଣୀ ରୂପମ୍ ସହିତ ତା କଷ୍ଟକୁ ବାଣ୍ଟେ ହେଲେ ସେ ଜାଣିପାରେନି ରୂପମର ପ୍ରକୃତ ପରିଚୟ..
Share