Tarini Akhira Tara
240 Views
Dec 31 1969
00:22:56
5
5
ତାରା ନିଜର ସବୁ ସ୍ମୃତିକୁ ସାଇତି ରଖିବା ପାଇଁ ଭିଡିଓ କରି ସମସ୍ତଙ୍କ ମନର କଥା ଜାଣିବାକୁ ଚେଷ୍ଟା କରେ.. ତାରିଣୀ ତାରା ମୁହଁରେ ହସ ଦେଖି ବହୁତ ଖୁସି ହେଇଯାଏ ଏବଂ ତାରାକୁ ବଂଚେଇବା ପାଇଁ ସେ Doctorଙ୍କୁ କହେ Treatment ଆରମ୍ଭ କରିବାକୁ ହେଲେ Doctor କୁହନ୍ତି ଏଥିପାଇଁ ତୁଶାର ର ଅନୁମତି ଦରକାର.. Doctor ଙ୍କ କଥା ଶୁଣି ତାରିଣୀ ଚିନ୍ତାରେ ପଡିଯାଏ.. କ’ଣ ତୁଶାର ତାରିଣୀକୁ Treatment ପାଇଁ ଅନୁମତି ଦବ.. ?
Share