Tarini Akhira Tara
180 Views
Dec 31 1969
00:22:30
5
5
ତରୁଣର କଥା ତାରାର ମନକୁ ଛୁଇଁଯାଏ.. ପ୍ରଥମ ଥର ତରୁଣ ପାଇଁ ତାରା କିଛି ଅନୁଭବ କରେ.. ଏବଂ ତରୁଣ ସହ ତା ସଂପର୍କକୁ ନେଇ ସେ ଦ୍ୱନ୍ଦ୍ୱରେ ରୁହେ..ତାରାର ବ୍ୟବହାର ଦେଖି ତରୁଣ ବି ଚିନ୍ତାରେ ପଡିଯାଏ ତାରାର କଣ ହେଇଛି.. ସେପଟେ ତାରିଣୀ ପାଖରୁ ଭଲପାଇବାର ଅର୍ଥ ଜାଣିବା ପରେ ତାରା ବି ଭାବେ ସେ ବୋଧେ ତରୁଣକୁ ପସନ୍ଦ କରୁଛି..
Share