Tarini Akhira Tara
216 Views
Dec 31 1969
00:21:54
5
5
ରୁକ୍ମିଣୀ କାଳେ ସତ କହିଦବ ପୁରା ପରିବାରକୁ ସେଥିପାଇଁ ରଣବୀର୍ ରୁକ୍ମିଣୀକୁ ମାରିବାକୁ ଚେଷ୍ଟା କରେ.. ଏବଂ ରୁକ୍ମିଣୀ ଉପରକୁ ଆକ୍ରମଣ କରି ତାକୁ ଘରୁ ନେଇ ବାହାରେ ଫୋପାଡି ଦିଏ.. ସେପଟେ ପୁରା ପରିବାର ପୂଜାରେ ବ୍ୟସ୍ତ ଥିବା ବେଳେ ପୂଜା ସରିବା ପରେ ସମସ୍ତେ ରୁକ୍ମିଣୀକୁ ଖୋଜନ୍ତି.. ହେଲେ କାଳେ ସେ ମନ୍ଦିର ଯାଇଥିବ ବୋଲି ଭାବି ସମସ୍ତେ ଚୁପ୍ ରୁହନ୍ତି.. କ’ଣ ରୁକ୍ମିଣୀ କୁ ଖୋଜି ପାଇବେ ପଟ୍ଟନାୟକ ପରିବାର.. ?
Share