Tarini Akhira Tara
277 Views
Dec 31 1969
00:21:51
5
5
ତ୍ରୀଶା ଓ ତାରିଣୀ ସାମ୍ନା ସାମ୍ନି ହୁଅନ୍ତି.. ଏବଂ ତାରିଣୀର କଥା ଶୁଣି ତ୍ରୀଶା ରାଗିଯାଏ.. ସେପଟେ ତାରିଣୀ ତାରାକୁ ବୁଝେଇବାକୁ ଚେଷ୍ଟା କରେ କିନ୍ତୁ ତାରା ନିଜର ନିଷ୍ପତ୍ତି ଜଣାଏ ସେ କେବେ ବି ତରୁଣ ଲାଇଫକୁ ଫେରିବନି ବୋଲି କହେ.. ତୁଶାର ଠାରୁ ତରୁଣ ଜାଣିପାରେ ତାରା ତାକୁ ଭଲପାଏ.. କଣ ତରୁଣ ତାରାକୁ ନିଜ ଲାଇଫକୁ ଫେରେଇ ଆଣିପାରିବ.. ?
Share