Tarini Akhira Tara
215 Views
Dec 31 1969
00:21:51
5
5
ତରୁଣ ପୁରା ଦିନ ତାରାକୁ ନେଇ ବୁଲାଏ ତାର ସବୁ ଇଛା ପୁରଣ କରାଏ..ସେପଟେ ତାରିଣୀ ଓ ତୁଶାର ନୂଆ ଏକ ଡକ୍ଟରଙ୍କ ପାଖକୁ ତାରାର ସବୁ ରିପୋର୍ଟ ନେଇ ଯାନ୍ତି.. ତାରାର Treatment ବିଷୟରେ କଥା ହେଇ ଆସନ୍ତି..ସେପଟେ ତରୁଣର କିଛି ଫ୍ରେଣ୍ଡଙ୍କ ସହ ତାରା ଦେଖା ହୁଏ...ଯିଏକି ତାରାକୁ ଅପମାନିତ କରିବାକୁ ଚେଷ୍ଟା କରେ.. କଣ ତାରା ନିଜର ଅପମାନକୁ ସହିଯିବ..?
Share