Tarini Akhira Tara
225 Views
Dec 31 1969
00:22:00
5
5
ତାରିଣୀ ପାଖକୁ ଆସିଥିବା ଉପହାରକୁ ନେଇ ତାରିଣୀ ଖୁବ ଡରିଯାଏ..ତୁଷାର ମଧ୍ୟ ଏ ସବୁ ଦେଖି ଚିନ୍ତାରେ ପଡିଯାଏ..ଅନ୍ୟପଟେ ତାରିଣୀକୁ ନେଇ ନିଜ ଭଲପାଇବା ଦେଖାଏ ଏକ ଅଜମା ବ୍ୟକ୍ତି..ଯିଏ ପାଗଳଙ୍କ ପରି ତାରିଣୀକୁ ନିଜର କରିବାକୁ ଚାହେଁ.. ତାରା ତରୁଣକୁ ପଚାରେ ସେ କଣ ପାଇଁ ତା ସହ ଦେଖା କରିବାକୁ ଆସିଛି.. ତାରା ପ୍ରଶ୍ନର କି ଉତ୍ତର ଦେବ ତରୁଣ..?
Share