Tarini Akhira Tara
356 Views
Dec 31 1969
00:22:57
5
5
ପୁରା ପରିବାର, ତାରା ଓ ତରୁଣଙ୍କ ନିର୍ବନ୍ଧ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତନୁଜା ଆସି ପହଂଚେ ଏବଂ ମୋହିନୀ ସହ ତାରା ପାଇଂ ଯୁକ୍ତିକରେ.. ସେପଟେ ମୋହିନୀ ନିଜ ଜୀବନର କିଛି ରହସ୍ୟକୁ କେମିତି ଲୁଚେଇ ରଖିବ ସେଥିପାଇଁ ବ୍ୟସ୍ତ ହେଉଥାଏ.. ନିଜ ଅତୀତକୁ କେମିତି ଭୁଲିବ ମୋହିନୀ.. ?
Share