Tarini Akhira Tara
392 Views
Dec 31 1969
00:21:52
5
5
ତାରା ତରୁଣର ମନ କଥା ଶୁଣିବା ପରେ ରାଗିଯାଏ ଏବଂ ସେ ତରୁଣକୁ ସବୁକିଛି ଭୁଲିଯାଇ କେବଳ ଭଲ ସାଙ୍ଗ ହେଇରହିବାକୁ କହେ.. କିନ୍ତୁ ତରୁଣ ତାରା ଜୀବନରୁ ସବୁଦିନ ପାଇଁ ଚାଲିଯିବାକୁ ନିଷ୍ପତ୍ତି ନିଏ.. ସେପଟେ ତାରିଣୀ ତାରାକୁ ରକ୍ତ ଦବା ପାଇଁ ସ୍ତିର କରେ.. ହେଲେ ତୁଶାର ତାରିଣୀର କଥାରେ ରାଜି ହୁଏନି.. ଏବେ କେମିତି ତାରିଣୀ ବଂଚେଇବ ତାରାର ଜୀବନ ?
Share