Tarini Akhira Tara
401 Views
Dec 31 1969
00:22:01
5
5
ତରୁଣ ତାରାର ଇଛା ପୁରଣ କରିବା ପାଇଁ ତାକୁ ହସ୍ପିଟାଲରୁ ନେଇଯାଏ.. ଏବଂ ତାରା ଏ ସବୁ ଦେଖିକି ବହୁତ ଖୁସି ହେଇଯାଏ.. ସେପଟେ ତାରିଣୀ, ତାରାକଥା ଭାବିକି ବହୁତ ଭାଙ୍ଗିପଡେ ଏବଂ ତାରାକୁ ବଂଚେଇବା ପାଇଁ ସେ କିଛି କରିପାରୁନି ବୋଲି ନିଜକୁ ଅସହାୟ ଭାବେ.. ତାରାର ଜୀବନ ବଂଚେଇବା ପାଇଁ ଏବେ କ’ଣ ହେବ ତାରିଣୀର ନିଷ୍ପତ୍ତି ?
Share