Tarini Akhira Tara
329 Views
Dec 31 1969
00:21:45
5
5
ତୁଷାର ତ୍ରୀଶା ବିଷୟରେ ତରୁଣ ଠାରୁ ଜାଣିବାକୁ ଚେଷ୍ଟା କରେ ହେଲେ ତରୁଣ ମୁହଁରେ ତାରାର ନାଁ ଶୁଣି ମନେ ମନେ ଖୁସି ହୁଏ..ଅନ୍ୟପଟେ ତ୍ରୀଶା ଜାଣିପାରେ ତରୁଣ ରାତିରେ ତାରା ସହ କଥା ହେଉଥିଲା..ଯାହା ପାଇଁ ତାକୁ ବହୁତ ଖରାପ ଲାଗେ...ତାରା ବାହାରକୁ ଯିବାକୁ ଚାହୁଁଥିବା ବେଳେ ବୀର୍ ତାକୁ ଅଟକାଏ ଏବଂ ତାର ଧ୍ୟାନ ରଖିବା ପାଇଁ ତା ପଛରେ ଯାଏ..କଣ ତାରା ଆଗରେ ଧରାପଡିଯିବ ବୀର୍ ର ବାହାନା...?
Share