Tarini Akhira Tara
354 Views
Dec 31 1969
00:21:24
5
5
ତାରିଣୀ ଓ ତୁଶାର ଭିତରେ ତରୁଣକୁ ନେଇ ଝଗଡା ହୁଏ..ମୋହିନୀ ମଧ୍ୟ ତୁଶାରକୁ ଗାଳି କରେ ଯେ କଣ ପାଇଁ ସେ ସତ କଥା ଲୁଚେଇଥିଲା...ସେପଟେ ତରୁଣ ତାରା ପାଖରେ ପହଂଚେ ଏବଂ ତା ସାମ୍ନାରେ ନିଜ ମନ କଥା କୁହେ..କିନ୍ତୁ ତରୁଣ କଥା ଶୁଣିବା ଆଗରୁ ତାରା ବେହୋସ୍ ହେଇଯାଏ...କ’ଣ ଅଧାରେ ରହିଯିବ ତରୁଣ ତାରାଙ୍କ ଏ ଭଲପାଇବା...?
Share