Tarini Akhira Tara
253 Views
Dec 31 1969
00:22:27
5
5
ତାରାର ଦେହ ଖରାପ କଥା ଜାଣିବା ପରେ ତୁଶାର ଓ ଅନ୍ୟମାନେ ବହୁତ ଡରିଯାନ୍ତି.. ତରୁଣ ଜିଦ୍ କରେ କଟକ ଯିବାକୁ.. ପରେ ରୁକ୍ମିଣୀ ତରୁଣ ସାମ୍ନାରେ ସର୍ତ୍ତ ରଖେ ଯଦି ତାରା ପାଖକୁ ଯିବ ତାହାଲେ ତା ମାକୁ ଭୁଲିଯିବ.. ତରୁଣ ନିଜ ମା କଥା ଶୁଣିବା ପରେ ବହୁତ ଭାଙ୍ଗିପଡେ.. ଏବଂ ତାରା ପାଖକୁ ନଯିବାକୁ ନିଷ୍ପତ୍ତି ନିଏ..
Share