Tarini Akhira Tara
191 Views
Dec 31 1969
00:22:29
5
5
ତରୁଣ ତାରା ପ୍ରତି ଭଲପାଇବା ଏବଂ ଚିନ୍ତା ଦେଖି ତାରିଣୀକୁ ଖୁସି ହୁଏ ହେଲେ ପରିବାର ଲୋକଙ୍କ କଥା ଭାବି ସେ କଣ କରିବ କିଛି ଭାବିପରେନି.. ପରେ ସମସ୍ତଙ୍କୁ ସେ କ୍ଷମା ମାଗିବା ସହ ତାରା ପାଇଁ ଘରେ କିଛି ଅଶାନ୍ତି ହବନି ବୋଲି କହେ.. ରୁକ୍ମିଣୀ ସ୍ତିର କରେ ସେ ତାରାକୁ ବୁଝେଇବ.. କଣ ତରୁଣର ଭବିଷ୍ୟତ ପାଇଁ ତାରାକୁ ତରୁଣ ଠାରୁ ଅଲଗା କରିଦେବ ରୁକ୍ମିଣୀ..?
Share