Tarini Akhira Tara
365 Views
Dec 31 1969
00:21:54
5
5
ତାରା ତରୁଣର ଜନ୍ମଦିନରେ ତାକୁ ଖୁସି କରିବା ପାଇଁ କେକ୍ ବନାଏ ଏବଂ ନେଇକି ଯାଏ.. ହେଲେ ତରୁଣ ରାଗରେ ତାରାକୁ କଷ୍ଟ ଦିଏ.. ସେପଟେ ତ୍ରୀଶା ଅଭିନୟ କରି ମୋହିନୀକୁ ନିଜ ଜାଲରେ ଫଇସେଦିଏ..ହେଲେ ତାରିଣୀ ତ୍ରୀଶାକୁ ସମସ୍ତଙ୍କ ସାମ୍ନାରେ ଧରାପକେଇବା ପାଇଁ ଚିନ୍ତାରେ ଥାଏ.. କ’ଣ ତାରିଣୀ ତ୍ରୀଶାର ପର୍ଦ୍ଦାଫାସ୍ କରିବାରେ ସଫଳ ହେବ..?
Share