Tarini Akhira Tara
170 Views
Dec 31 1969
00:22:21
5
5
ତାରା ଓ ତରୁଣ ଦୁହେଁ ଦୁହିଙ୍କୁ ବହୁତ ଖୋଜୁଥାନ୍ତି.. ତାରିଣୀ ତାରାକୁ ବୁଝେଇବା ସହ ସେ କେମିତି ତାରାକୁ ଖୁସିରେ ରଖିବ ସେଥିପାଇଁ ଚିନ୍ତାକରେ... ସେପଟେ କନିକା ତାରିଣୀ କଥା ଶୁଣି ସନ୍ଦେହ କରେ.. ଅନ୍ୟପଟେ ମୋହିନୀ ତରୁଣ ପାଇଁ ଝିଅ ଖୋଜେ ହେଲେ ତରୁଣ ମୋହିନୀର କୌଣସୀ କଥା ଶୁଣେନି..କ’ଣ ମୋହିନୀ ଓ ପରିବାର ଲୋକଙ୍କ ଯୋଜନାକୁ ତରୁଣ ମାନିନେବ.. ?
Share