Tarini Akhira Tara
161 Views
Dec 31 1969
00:21:43
5
5
ତ୍ରୀଶା ତା ଯୋଜନା ବିଫଳ ହବାକୁ ନେଇ ବହୁତ ଚିନ୍ତାରେ ପଡିଯାଏ କିନ୍ତୁ କିଛି ବି କରିକି ସେ ଟଙ୍କା ଯୋଗାଡ କରିବ ବୋଲି ସ୍ଥିର କରେ.. ସେପଟେ ତାରା କ୍ୟାନ୍ସର ବିଷୟରେ ତାରିଣୀ ଜାଣିବା ପରେ ଏକଦମ ଭାଙ୍ଗିପଡେ.. ରୂପମ୍ ମଧ୍ୟ ନିଜ ପରିବାରକୁ କେମିତି ଖୋଜି ପାଇବ ବୋଲି ଚିନ୍ତାରେ ଥାଏ.. ଅଚାନକ ରୂପମ୍ ଓ ତାରିଣୀ ସାମ୍ନା ସାମ୍ନି ହୁଅନ୍ତି.. ହେଲେ ଦୁହେଁ ଦୁହିଙ୍କ ସହ କଥା ହେଇପାରନ୍ତି ନାହିଁ.. କ’ଣ ରୂପମ୍ ନିଜ ପରିବାର କୁ ଚିହ୍ନି ପାରିବ.. ?
Share