Tarini Akhira Tara
209 Views
Dec 31 1969
00:23:08
5
5
ଗୋଟେପଟେ ତୁଶାର ସବୁପ୍ରକାର ଚେଷ୍ଟା କରୁଛି ତାରାକୁ ତାରିଣୀ ଠାରୁ ଅଲଗା କରିବାକୁ..ତୁଶାରର ବ୍ୟବହାର ଦେଖି ତାରିଣୀକୁ ସନ୍ଦେହ ହୁଏ.. ଏବଂ ତାରିଣୀ ସାମ୍ନାକୁ ଆସେ ପ୍ରକୃତ ସତ..ସେ ଜାଣିପାରେ ତାରା ତାକୁ ରକ୍ତ ଦବାପାଇଁ ମନା କରିଦେଇଛି.. କ’ଣ ତାରିଣୀ ଜାଣିପାରିବ ତାରା ରକ୍ତ ନ ଦେବାର କାରଣ..?
Share