Tarini Akhira Tara
378 Views
Dec 31 1969
00:22:32
5
5
ତାରିଣୀ ନିଷ୍ପତ୍ତି ନିଏ ସେ ସବୁ ସତ କହିଦବ ତାରାକୁ ଏବଂ ସେ ନିଜେ ହିଁ ଡୋନର ବୋଲି ପରିଚୟ ଦବ.. ରଥଯାତ୍ରାରେ ପୁରା ପରିବାର ସହ ତାରିଣୀ ଓ କନିକା ପହଂଚିଥିବା ବେଳେ ରୂପମ୍ ବି ତାରା ପାଇଁ ରଥଯାତ୍ରାରେ ଆସି ପହଂଚେ.. ଏବଂ ସେଠି ସେ କନିକାକୁ ଦେଖି ନିଜେ ରୂପମ୍ ବୋଲି ପରିଚୟ ଦିଏ,.. ହେଲେ କନିକା ରୂପମ୍ କୁ ସ୍ୱୀକାର କରେନି.. ରୂପମ୍ ଫେରିବା ପରେ ଏବେ କି ମୋଡ଼ ନେବ କାହାଣୀ.. ?
Share