Tarini Akhira Tara
342 Views
Dec 31 1969
00:21:33
5
5
ତୁଶାର, ତାରିଣୀଙ୍କ ଝଗଡା ଦେଖି ତାରା ସେମାନଙ୍କୁ ମିଶେଇବା ପାଇଁ ଯୋଜନା କରେ ଆଉ ସେଥିପାଇଁ ସେ ତରୁଣର ସାହାର୍ଯ୍ୟ ନିଏ..ତରୁଣ ବହୁତ ଖୁସିହୁଏ ଯେ ତାରା ଏଇ ବାହାନାରେ ତା ସହ ଭଲରେ କଥା ହଉଛି..ତରୁଣ ସମସ୍ତଙ୍କ ପାଇଁ ଗୀତ ଗାଏ..ହେଲେ ତରୁଣ ତାରାର ନିକଟତର ହବା ଦେଖି ତାରିଣୀ ରାଗିଯାଏ.. କଣ ତାରିଣୀ ବୁଝିପାରିବ ତାରା ପ୍ରତି ଥିବା ତରୁଣର ଭଲପାଇବାକୁ...?
Share