Tarini Akhira Tara
346 Views
Dec 31 1969
00:22:45
5
5
ତାରା ଜାଣିପାରେ କନିକାର ଆକ୍ସିଡେଂଟ୍ ହେଇଛି.. ସେପଟେ ରୁକ୍ମିଣୀ ସାମ୍ନାକୁ ଆସେ ରଣବୀର୍ ର ଗୋଟେ ନୂଆ ରୂପ.. ରୁକ୍ମିଣୀ ରଣବୀର୍ ଠାରୁ ତା ଅସଲ ପରିଚୟ ଜାଣିବାକୁ ଚାହେଁ କିନ୍ତୁ ରଣବୀର୍ ପୁଣି ମିଛ କହିବା ସହିତ ବାହାନା କରେ.. ରୁକ୍ମିଣୀ ମୋହିନୀକୁ ସତ ବୁଝେଇବାକୁ ଚେଷ୍ଟା କରେ କିନ୍ତୁ ମୋହିନୀ ରୁକ୍ମିଣୀକୁ ହିଁ ଦୋଷ ଦିଏ.. ରଣବୀର୍ ମଧ୍ୟ ରୁକ୍ମିଣୀ ନାଁରେ ମିଛ କହେ.. କ’ଣ ରଣବୀର୍ ର ସତ ପୁରା ପରିବାର ସାମ୍ନାକୁ ଆଣିପାରିବ ରୁକ୍ମିଣୀ..?
Share