Tarini Akhira Tara
196 Views
Dec 31 1969
00:22:01
5
5
ତରୁଣ, ତୁଷାରର କଥା ମାନି ତ୍ରୀଶା ସହ କଥା ହେବାକୁ ଯାଏ ହେଲେ ତରୁଣ ଜାଣିପାରେ ତ୍ରୀଶା କେବଳ ପଇସା ଲୋଭରେ ତାକୁ ଭଲପାଉଛି... ତ୍ରୀଶା ଭଲ ହେବାର ଅଭିନୟ କରୁଥିଲା..ଯାହା ତାକୁ ତାରା କହୁଥିଲା ସେ ସେମିତି କରୁଥିଲା..ଏବଂ ତ୍ରୀଶା ନାଁରେ ତାରା ହିଁ ତରୁଣ ପାଇଁ ଚିଠି ଲେଖିଥିଲା...ଯାହା ପରେ ତରୁଣ ତାରା ଉପରେ ଖୁବ ଜୋରେ ରାଗିଯାଏ..
Share