Tarini Akhira Tara
354 Views
Dec 31 1969
00:22:28
5
5
ତାରା ତରୁଣକୁ ଭଲପାଏ ବୋଲି ପୁରା ପରିବାର ସାମ୍ମାରେ କହେ.. କନିକା ଏ ସବୁ ଶୁଣିବା ପରେ ବହୁତ ରାଗିଯାଏ.. ସେପଟେ ମୋହିନୀ ତରୁଣର ବାହାଘର ତ୍ରୀଶା ସହ କରିବାକୁ ଯୋଜନା କରେ ଏବଂ ସେ ତ୍ରୀଶାକୁ ତରୁଣ ଜୀବନକୁ ଫେରିଆସିବାକୁ କହେ.. ତ୍ରୀଶା ମଧ୍ୟ ନିଜ ପ୍ରତିଶୋଧ ପୁରା କରିବା ପାଇଁ ତରୁଣ ଜୀବନକୁ ଫେରିବାକୁ ରାଜି ହୁଏ.. ଏବେ କଣ ହେବ ତାରା ଓ ତରୁଣଙ୍କ ପ୍ରେମ କାହାଣୀ..?
Share