Tarini Akhira Tara
204 Views
Dec 31 1969
00:22:22
5
5
ତାରିଣୀ ସାମ୍ନାକୁ ଆସେ ତେଜ୍ ର ଅସଲ ରୂପ.. ତେଜ୍ କୁ ଦେଖି ତାରିଣୀ ଡରିଯାଏ.. ତେଜ୍ ତାରିଣୀକୁ ଜଣାଏ ସେ ତାକୁ କେତେ ଭଲପାଏ... ଅନ୍ୟପଟେ ତୁଶାର ତାରିଣୀକୁ ଖୋଜୁଥାଏ.. କଣ ତେଜ୍ କବଳରୁ ତାରିଣୀକୁ ବଞ୍ଚାଇ ପାରିବ ତୁଶାର..?
Share