Tarini Akhira Tara
263 Views
Dec 31 1969
00:21:42
5
5
ତାରା ତ୍ରୀଶା କଥା ମାନି ତରୁଣ ପାଇଁ party କୁ ଚାଲିଯାଏ.. ହେଲେ ତରୁଣ ତାରାକୁ ଦେଖି ରାଗିଯାଏ.. ଏବଂ ବହୁତ ଗାଳି କରେ.. ସେପଟେ ତାରିଣୀକୁ ଟିକେ ଖୁସି କରିବା ପାଇଁ ତୁଶାର ତାରିଣୀକୁ Surprise ଦିଏ.. ତ୍ରୀଶା ତାରାକୁ ଆହୁରି କଷ୍ଟ ଦବା ପାଇଁ ତାରାକୁ ତରୁଣ ସହ dance କରିବାକୁ କହେ.. ଏବଂ ତାରା ତ୍ରୀଶାର ଯୋଜନାରେ ଫସିଯାଏ.. କ’ଣ ତ୍ରୀଶାର ଉଦେଶ୍ୟ ସଫଳ ହେବ..?
Share