Tarini Akhira Tara
402 Views
Dec 31 1969
00:21:45
5
5
ତାରାକୁ ଆଉଥରେ ପଟ୍ଟନାୟକ ପରିବାରକୁ ଫେରିଆସେ...ତାରାକୁ ଦେଖି ସମସ୍ତେ ଖୁସି ଥିବା ବେଳେ ମୋହିନୀ ତାରାକୁ ନେଇ ଖୁସି ନଥାଏ...ତାରା ଓ ତରୁଣଙ୍କ ଦୋସ୍ତି ମୋହିନୀକୁ ଖରାପ ଲାଗେ..ଅନ୍ୟପଟେ ତାରାର Blood report ଦେଖି ମହେଶ ବହୁତ ଡରିଯାଏ..କନିକା ତାରାର ଶୁଭ ମନାସୀ ଅଖଣ୍ଡ ଦୀପ ଲଗାଏ..ହେଲେ ହଠାତ୍ ଝଡ ତୋଫାନ୍ ଦେଖି କନିକା ମଧ୍ୟ ଡରିଯାଏ..କଣ ତାରାର Blood report ବଦଳାଇ ଦେବ କାହାଣୀର ମୋଡ.
Share