Tarini Akhira Tara
292 Views
Dec 31 1969
00:22:20
5
5
ତାରା କୁ ଅନୁଭବ ହୁଏ କେହି ଯେମିତି ତା ଉପରେ ନଜର ରଖୁଛି ହେଲେ ତରୁଣ ଏହାକୁ ତା’ର ଭ୍ରମ ବୋଲି କହେ.. ସେପଟେ ପୁରା ପରିବାର ରଣବୀର୍ ଠାରୁ ତା ଅତୀତ ବିଷୟରେ ଜାଣିବା ପରେ ମନ ଖରାପ କରନ୍ତି.. ମୋହିନୀ ଏଥିପାଇଁ ରଣବୀର୍ କୁ କ୍ଷମା ମାଗେ.. ହେଲେ ତୁଶାର କହେ ଏ ସବୁକୁ ଭୁଲି ଆଗକୁ ଗୋଟେ ନୂଆ ଆରମ୍ଭ କରିବାକୁ..
Share